ମରଣୋଡ୍ୟତ Maraṇodyata

  • ସଂ. ବିଣ. ପୁଂ ( 7 ମୀ ତତ୍) — ମରଣ ପାଇଁ ପ୍ରସ୍ତୁତ; ମରିବାକୁ ଯାଉଥିବା — Going to die; prepared to die
  • ସଂ. ବିଣ. ପୁଂ ( 7 ମୀ ତତ୍) — ମୁମୂର୍ଷୁ — Dying