ମରଣାପନ୍ନ Maraṇāpanna

  • ସଂ. ବିଣ. ପୁଂ ( 2 ୟା ତତ୍ ପୁରୁଷ; ମରଣକୁ ଆପନ୍ନ=ପ୍ରାପ୍ତ) — ମୃତପ୍ରାୟ — Nearing death; almost dead
  • ସଂ. ବିଣ. ପୁଂ ( 2 ୟା ତତ୍ ପୁରୁଷ; ମରଣକୁ ଆପନ୍ନ=ପ୍ରାପ୍ତ) — ମୁମୂର୍ଷୁ — Dying