ମରଣାନ୍ତ Maraṇānta

  • ସଂ. ବିଣ (ବହୁବ୍ରୀହି; ମରଣ ଅଟେ ଅନ୍ତ ଯାହାର) — ଯେଉଁ ରୋଗର ବା ଯୁଦ୍ଧାଦିର ଫଳରେ ମୃତ୍ୟୁ ଘଟେ; ଯାହାର ଶେଷ ଫଳ ମୃତ୍ୟୁ ଅଟେ — Fatal (disease); mortal; (a thing) ending in or leading to death
  • ଦେ. କ୍ରି. ବିଣ — ମରିବା ପର୍ଯ୍ୟନ୍ତ; ଆମରଣ — Till death