ମରଣ କାଳ Maraṇa kāḻa

  • ସଂ. ବି ( 6 ଷ୍ଠୀ ତତ୍) — ମୃତ୍ୟୁ ଘଟିବା ସମୟ — The time of death
  • ସଂ. ବି ( 6 ଷ୍ଠୀ ତତ୍) — [ଉ—ପ୍ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି। ଜଗନ୍ନାଥ. ଭାଗବତ ।]