ମରଜି ଜଗାଇବା Maraji jagāibā

  • ଦେ. କ୍ରି (ଆ. ମର୍ଜୀ+ସଂ. ଜାଗୃ. ଧାତୁ) — ମନ ଜଗାଇବା; ପ୍ରସନ୍ନ କରାଇବା; କୌଣସି ବ୍ଯକ୍ତିର ଆନ୍ତରିକ ଇଚ୍ଛା ଅନୁକୂଳରେ କାର୍ଯ୍ୟ କରିବା — To please a person; to act according to the wish of a person