ମମ Mama

  • ଦେ. ଅ (ପଦ୍ଯ) (ସଂ. ଅସ୍ମତ୍ ଶବ୍ଦର 6 ଷ୍ଠୀ ତତ୍ 1 ବଚନ) — ମୋହର — My; mine
  • ଦେ. ଅ (ପଦ୍ଯ) (ସଂ. ଅସ୍ମତ୍ ଶବ୍ଦର 6 ଷ୍ଠୀ ତତ୍ 1 ବଚନ) — (ଉ—ବିଦର୍ଭ ରାଜ୍ୟର ରାଜକୁଳ ପ୍ରସୂତା, ମମ ପ୍ରାଣ ପରାୟେଣ ଏ ନିଜ କାନ୍ତା। ପ୍ରାଚୀ. ରହସ୍ୟମଞ୍ଜରୀ)
  • ଦେ. ଅ (ପଦ୍ଯ) (ସଂ. ଅସ୍ମତ୍ ଶବ୍ଦର 6 ଷ୍ଠୀ ତତ୍ 1 ବଚନ) — [ଦ୍ର—ଆମ ଦେଶରେ ବୋଲାଯାଉଥିବା ବଙ୍ଗଳା ସଂକୀର୍ତ୍ତନ ପଦରେ ଏ ଶବ୍ଦର ବହୁଳ ବ୍ଯବହାର ଦେଖାଯାଏ ଯଥା— "ମମ ପ୍ରାଣନାଥ ଗୌରଙ୍ଗ ହେ ! ମୋରେ କ୍ରୀପା କରହେ ! ରସରାଜ ଚନ୍ଦ୍ରଗୌର।"]