ମମ୍ତାଜ୍ ମହଲ Mam-tāj mahal

  • ବୈଦେ. ବି (ଅ. ମୁମତାଜ୍ ମହଲ୍) — ତାଜ ମହଲ (ଦେଖ) — Tājamahala (See)
  • ବୈଦେ. ବି (ଅ. ମୁମତାଜ୍ ମହଲ୍) — ସାହାଜାହାନଙ୍କ ମହିଷୀଙ୍କ ନାମ — Name of the Moghul Emperor Sahajehan's queen