ମମାଦିଲା Mamādilā

  • ବୈଦେ. ବିଣ (ଆ; ମୋଗଲ ବାଦସାହାଙ୍କ ଅମଳରେ ଜମିଦାରୀ ପ୍ରଚଳିତ ଶବ୍ଦ) — ଅଲାହିଦା; ସ୍ୱତନ୍ତ୍ର — Separata
  • ବୈଦେ. ବିଣ (ଆ; ମୋଗଲ ବାଦସାହାଙ୍କ ଅମଳରେ ଜମିଦାରୀ ପ୍ରଚଳିତ ଶବ୍ଦ) — (ଯଥା—ତହସିଲ ମମାଦିଲା ମୌଜେ କମାପୁର=କମାପୁର ମଉଜାର ସ୍ୱତନ୍ତ୍ର ଅସୁଲ ଭୁକ୍ତ ଜମିଦାରୀ।)