ମମତା ଯୁକ୍ତ Mamatā j̄ukta
- ସଂ. ବିଣ. ପୁଂ ( 3 ୟା ତତ୍) — ସ୍ନେହଶୀଳ — Affectionate
- ସଂ. ବିଣ. ପୁଂ ( 3 ୟା ତତ୍) — ସ୍ନେହାସକ୍ତ — Fondly attached
- ସଂ. ବିଣ. ପୁଂ ( 3 ୟା ତତ୍) — ବୈଷୟିକ ଅଭିମାନ ଯୁକ୍ତି — Having a personal feeling for one's temporal belongings
- ସଂ. ବିଣ. ପୁଂ ( 3 ୟା ତତ୍) — ସହାନୁ— ଭୂତି ଯୁକ୍ତ — Full of sympathy
- ସଂ. ବିଣ. ପୁଂ ( 3 ୟା ତତ୍) — ଆତ୍ମମ୍ଭରି — Selfish