ମଫସଲ ସରବରାକାର Maphasala sarabarākāra
- ବୈଦେ. ବି [ପ୍ରାଚୀନ] (ଆ) — ମୁସଲମାନ୍ ରାଜତ୍ୱରେ ପ୍ରଜାଙ୍କଠାରୁ ରାଜସ୍ୱ ଆଦାୟ କରି ସଦରରେ ସରକାରଙ୍କଠାରେ ତାହା ଦାଖଲ କରିବା କର୍ମଚାରୀ — The Sarabarākār whose duty was to collect rents from the tenants and pay the same to the Government during the Mahamedan rule