ମଫସଲ ଗସ୍ତ Maphasala gasta

  • ବୈଦେ. ବି (କଚିରିଆ) (ଆ. ମୁଫସ୍ସଲ୍ ଗସ୍ତ୍) — ହାକିମମାନଙ୍କର ସହରରୁ ବାହାରି ଗ୍ରାମମାନଙ୍କରେ ଭ୍ରମଣ — A tour undertaken by public servants to the countryside or in the interior