ମପେଇବା Mapeibā

  • ଦେ. କ୍ରି—(ସଂ. ମା ଧାତୁ ଣିଜନ୍ତ ମାପି ଧାତୁ) — ମାପିବା କ୍ରିୟାର ଣିଜନ୍ତ ରୂପ — Causative of Māpibā