ମପ୍ସଲ Mapsala

  • ବୈଦେ. ବି (ଆ. ମୁଫସ୍ସଲ୍) — ଗ୍ରାମ; ନଗରର ବହିଃସ୍ଥ ଦେଶାଂଶ; ସହରଠାରୁ ଦୂରରେ ଥିବା ଅଞ୍ଚଳ; ଗ୍ରାମ୍ୟ ପ୍ରଦେଶ — Village; countryside; mofussil; interior of a district
  • ବୈଦେ. ବି (ଆ. ମୁଫସ୍ସଲ୍) — ନିଭୃତ ବା ଅପ୍ରକାଶ୍ୟ ଅଞ୍ଚଳ — A solitary or out of the way place
  • ବୈଦେ. ବି (ଆ. ମୁଫସ୍ସଲ୍) — ଲୁଗାର ବା କୁର୍ତ୍ତାର ଯେଉଁ ଅଂଶ ସାଧାରଣଙ୍କ ଦୃଷ୍ଟିରେ ନ ପଡ଼େ — The inside of inner surface of cloth or garment
  • ବୈଦେ. ବି (ଆ. ମୁଫସ୍ସଲ୍) — ଜମିଦାରୀର ଅନ୍ତର୍ଗତ ଗ୍ରାମମାନ — The villages constituting a zamindary or estate