ମପସଲୀ Mapasali
- ଦେ. ବିଣ — ମଫସଲ ସମ୍ବନ୍ଧୀୟ; ଗ୍ରାମ୍ୟ — Rural; relating to the country side or village
- ଦେ. ବିଣ — ମଫସଲବାସୀ; ଦେଶୁଆ — Resident of the countryside; rustic
- ଦେ. ବିଣ — ମଫସଲରେ ପ୍ରଚଳିତ — Obtaining in the countryside
- ଦେ. ବି — ମଫସଲବାସୀ ଲୋକ ଅର୍ଥାତ୍ ଯେଉଁମାନେ ଚାଲାଖ ଚତୁର ନୁହନ୍ତି — Country- folk; village folk, (who are generally not so clever as townspeople; a rustic