ମପସଲ ମୁଆଯା Mapasala muājā
- ବୈଦେ. ବି (ଆ) (କଚିରିଆ) — ଜମିଦାରୀର ପ୍ରଜାଙ୍କ ଠାରୁ ମଫସଲରୁ ଖଜଣା ଆଦି ଅସୁଲ କରୁଥିବା କର୍ମଚାରୀର କାଗଜପତ୍ରରେ ଲେଖା ଥିବା ଅସୁଲ ପ୍ରସଙ୍ଗ ପ୍ରକୃତ ଅଟେ କି ନାହିଁ, ତାହା ମଫସଲରେ ଅର୍ଥାତ୍ ସର୍ଜମିନରେ ପ୍ରଜାମାନଙ୍କଠାରୁ ପାଉତି ଓ ପ୍ରମାଣ ତଲବ କରି ଚେକ୍ କରିବା — The act of checking the correctness of a collecting officer's accounting by investigations made locally in the mofussil