ମପସଲ ଜମା Mapasala jamā

  • ବୈଦେ. ବି (କଚିରିଆ) (ଆ. ମୁଫସ୍ସଲ୍+ଜମା) — ଜମିଦାରୀର ପ୍ରଜାମାନଙ୍କଠାରୁ ଜମିଦାର ଯେଉଁ ଖଜଣା ଆଦାୟ କରନ୍ତି — The rent realised by a landlord from the tenants
  • ବୈଦେ. ବି (କଚିରିଆ) (ଆ. ମୁଫସ୍ସଲ୍+ଜମା) — [ଦ୍ର—ଜମିଦାର ପ୍ରଜାଙ୍କଠାରୁ ମଫସଲ ଜମା ଆଦାୟ କରି ତହିଁରୁ ଆପଣା ନିର୍ଦ୍ଧାରିତ ପାରିଶ୍ରମିକ ବା ମାଲିକାନା କାଟି ରଖି ବାକି ଟଙ୍କା 'ସଦରଜମା' ବା ରାଜସ୍ୱରୂପେ ସରକାରଙ୍କଠାରେ ଦାଖଲ କରନ୍ତି।]