ମନ୍ୱନ୍ତ୍ର Manwantra

  • ଗ୍ରା. ବି — ମନ୍ୱନ୍ତର (ଦେଖ) — Manwantara (See)
  • ଗ୍ରା. ବି — [ଉ—ଅନେକ ଜ୍ଞାନ ଶାସ୍ତ୍ର କଲେ, ସ୍ୱାୟମ୍ଭୁ ମନ୍ୱନ୍ତ୍ର ପାଳିଲେ—ଜଗନ୍ନାଥ. ଭାଗବତ।]