ମନ୍ୱନ୍ତର Manwantara

  • ସଂ. ବି (ମନୁ+ଅନ୍ତର; ଏକ ମନୁଙ୍କର ଅନ୍ତର ହୁଏ ଯହିଁରେ; ବହୁବ୍ରୀହି) — 30 କୋଟି 77 ଲକ୍ଷ 20 ହଜାର ବର୍ଷ ବ୍ୟାପୀ କାଳ; ଦେବତାମାନଙ୍କର 71 ଟି ଯୁଗ — 30କୋଟି77ଲକ୍ଷ20ହଜାର ବର୍ଷ ବ୍ୟାପୀ କାଳ; ଦେବତାମାନଙ୍କର7ଟି ଯୁଗ—. The period of the reign of one of the 4 Manus
  • ସଂ. ବି (ମନୁ+ଅନ୍ତର; ଏକ ମନୁଙ୍କର ଅନ୍ତର ହୁଏ ଯହିଁରେ; ବହୁବ୍ରୀହି) — [ଦ୍ର—ପ୍ରଜାପତିଙ୍କର 14 ଟି ମାନସ ପୁତ୍ର ବା ମନୁଙ୍କ ମଧ୍ୟରୁ ପ୍ରତ୍ୟେକେ ଦେବତାମାନଙ୍କର 71 ଯୁଗ ବା ମନୁଷ୍ୟଗଣନାରେ 71 ଚତୁର୍ଯୁଗ ବ୍ୟାପୀ କାଳ ରାଜତ୍ୱ କରନ୍ତି। ଏହା ବ୍ରାହ୍ମଙ୍କର ଏକ ଦିବସର 14 ଭାଗରୁ ଏକ ଭାଗ (ହି. ଶ)। ମତାନ୍ତରରେ ଏହା 43 ଲକ୍ଷ 20 ହଜାର ମାନୁଷ ବତ୍ସର କାଳ ଅଟେ — [ଦ୍ର—ପ୍ରଜାପତିଙ୍କର14ଟି ମାନସ ପୁତ୍ର ବା ମନୁଙ୍କ ମଧ୍ୟରୁ ପ୍ରତ୍ୟେକେ ଦେବତାମାନଙ୍କର71ଯୁଗ ବା ମନୁଷ୍ୟଗଣନାରେ71ଚତୁର୍ଯୁଗ ବ୍ୟାପୀ କାଳ ରାଜତ୍ୱ କରନ୍ତି ଏହା ବ୍ରାହ୍ମଙ୍କର ଏକ ଦିବସର14ଭାଗରୁ ଏକ ଭାଗ (ହି. ଶ) ମତାନ୍ତରରେ ଏହା43ଲକ୍ଷ20ହଜାର ମାନୁଷ ବତ୍ସର କାଳ ଅଟେ(Apte)14ଟି ମନ୍ୱନ୍ତର ହେଲେ ବ୍ରହ୍ମାଙ୍କ ଗୋଟିଏ ଦିବସ ହୁଏ ଏକ ମନୁଙ୍କର ରାଜତ୍ୱର ଶେଷ ହେଲେ ପ୍ରଳୟ ଉପସ୍ଥିତ ହୁଏ ବର୍ତ୍ତମାନ7ମ ମନୁ ବା ବୈବସ୍ୱତ ମନୁଙ୍କର ରାଜତ୍ୱ କାଳର ଅଷ୍ଟାବିଂଶ ଯୁଗର10ମ ଭାଗ ଭୋଗ ହେଉଅଛି]
  • ସଂ. ବି (ମନୁ+ଅନ୍ତର; ଏକ ମନୁଙ୍କର ଅନ୍ତର ହୁଏ ଯହିଁରେ; ବହୁବ୍ରୀହି) — ପୁରାଣରେ ଦଶ ଲକ୍ଷଣ ମଧ୍ୟରୁ ଏକତମ — One of the ten characteristics of a Purāṇa
  • ଦେ. ବି — ମନ୍ୱନ୍ତରା (ଦେଖ) — Manwantarā (See)