ମନ୍ୱନ୍ତରା Manwantarā

  • ଦେ. ବି—(ସଂ. ମନ୍ୱନ୍ତର) (ଲକ୍ଷଣାର୍ଥ) — ଖଣ୍ଡପ୍ରଳୟ (ଜଳ— ପ୍ଳାବନ ଓ ଦୁର୍ଭିକ୍ଷାଦି) — A partial deluge (consisting of flood and famine)
  • ଦେ. ବି—(ସଂ. ମନ୍ୱନ୍ତର) (ଲକ୍ଷଣାର୍ଥ) — [ଦ୍ର— ବଙ୍ଗଦେଶରେ ସନ 1276 ସାଲରେ ଯେଉଁ ବନ୍ୟା ଓ ଦୁର୍ଭିକ୍ଷ ପଡ଼ିଥିଲା ତାକୁ ବଙ୍ଗଦେଶରେ 'ଛେୟାତ୍ତରରେ ମନନ୍ତର ବା ମନ୍ୱନ୍ତରା କହନ୍ତି।'] — [ଦ୍ର— ବଙ୍ଗଦେଶରେ ସନ1276ସାଲରେ ଯେଉଁ ବନ୍ୟା ଓ ଦୁର୍ଭିକ୍ଷ ପଡ଼ିଥିଲା ତାକୁ ବଙ୍ଗଦେଶରେ 'ଛେୟାତ୍ତରରେ ମନନ୍ତର ବା ମନ୍ୱନ୍ତରା କହନ୍ତି']
  • ସଂ. ବି — ପ୍ରାଚୀନ କାଳରେ ଆଷାଢ଼ ଶୁକ୍ଳଦଶମୀ, ଶ୍ରାବଣ କୃଷ୍ଣଅଷ୍ଟମୀ ଓ ଭାଦ୍ର ଶୁକ୍ଳତୃତୀୟାରେ ଅନୁଷ୍ଠିତ ଉତ୍ସବବିଶେଷ (ହି. ଶ) — A festival observed in ancient times on particular days of the months of Āshāṟḍẖa, Ṡrābaṇa and Bhādra