ମନ୍ସୁବା Man-subā

  • ବୈଦି. ବି (ଫା. କଚିରିଆ) — ମସୁଦା; ଆୟୋଜନ; କଳ୍ପିତ ବ୍ଯବସ୍ଥା — A plan; scheme; a design
  • ବୈଦି. ବି (ଫା. କଚିରିଆ) — ଉଦ୍ଦେଶ୍ୟ — Purpose
  • ବୈଦି. ବି (ଫା. କଚିରିଆ) — ଯୁକ୍ତି — Reasoning