ମନ୍ମଥାଳୟ Manmathāḻaya

  • ସଂ. ବି (ମନ୍ମଥ+ଆଳୟ) — ଆମ୍ବଗଛ (ହି. ଶ) — The mango tree (Apte)
  • ସଂ. ବି (ମନ୍ମଥ+ଆଳୟ) — ପ୍ରେମୀ ଓ ପ୍ରେମିକାଙ୍କ ମିଳନ ସ୍ଥଳ; ବିହାର ସ୍ଥଳ (ହି. ଶ) — A trysting place; a meeting place of lovers