ମନ୍ମଥ ପ୍ରିୟା Manmatha priyā

  • ସଂ. ବି ( 6 ଷ୍ଠୀ ତତ୍) — କାମଦେବଙ୍କ ପତ୍ନୀ; ରତିଦେବୀ — The wife of God Cupid