ମନ୍ଦା ଗଡ଼ିଶ Mandāgaṟḍ̠iṡa
- ପ୍ରାଦେ [ବାଲେଶ୍ୱର] ବି — ଯେଉଁ ଗଡ଼ିଶା ବା ଶେଉଳ ନିଜର ଛୋଟ ଛୋଟ ପହଣା ବା ଜାଆଁଳମାନଙ୍କ ସଙ୍ଗେ ସଙ୍ଗେ ଥାଇ ଜଗିଥାଏ — The mother Gaṟḍ̠iṡā or Ṡeuḻ fish which watches her own fry swimming nearby
- ପ୍ରାଦେ [ବାଲେଶ୍ୱର] ବି — [ଦ୍ର—ଶତ୍ରୁରୁ ଆକ୍ରମଣରୁ ନିଜର ଜାଆଁଳମାନଙ୍କୁ ରକ୍ଷା କରିବା ଲାଗି ଗଡ଼ିଶମାନେ ଏପରି ଜଗି ରହିଥାନ୍ତି।]