ମନ୍ଦର ଧର Mandara dhara

  • ସଂ. ବି. ପୁଂ—(ମନ୍ଦର+ଧୃ ଧାତୁ+କର୍ତ୍ତୃ. ଅ; ଯେ ମନ୍ଦର ପର୍ବତକୁ ମନ୍ଥନବେଳ ଟେକି ଧରିଥିଲେ) ବିଷ୍ଣ — A name of Bishṇu
  • ଦେ. ବି. ପୁଂ — ଲୋକଙ୍କୁ ଦିଆ ଯିବା ନାମ — A name given to males