ମନ୍ଦଭାଗୀ Manda bhāgī

  • ଦେ. ବିଣ. ପୁଂ—(ମନ୍ଦ+ଭାଗ+ଇନ୍; 1 ମା. 1 ବ) — ହତଭାଗ୍ୟ — Unfortunate (Apte)
  • ଦେ. ବିଣ. ପୁଂ—(ମନ୍ଦ+ଭାଗ+ଇନ୍; 1 ମା. 1 ବ) — [ଦ୍ର—ଏ ଶବ୍ଦର ସ୍ତ୍ରୀଲିଙ୍ଗ ମନ୍ଦଭାଗିନୀ ସଂସ୍କୃତ ବ୍ୟକରଣସିଦ୍ଧ ପଦ ନୁହେଁ ବୋଲି ସୁବଳଚନ୍ଦ୍ର କହନ୍ତି, କିନ୍ତୁ ଭାଗ ଶବ୍ଦର ଗୋଟିଏ ଅର୍ଥ ଭାଗ୍ୟ ଥିବାର ଓ ଏ ଶବ୍ଦ ସଂସ୍କୃତ ଥିବାର ଆପ୍ତେ କହନ୍ତି।]
  • ଦେ. ବିଣ. ସ୍ତ୍ରୀ — (ସଂ. ମନ୍ଦଭାଗିନୀ) ଦୁର୍ଭାଗ୍ୟବତୀ; ହତଭାଗ୍ୟ (ସ୍ତ୍ରୀ) — Unfortunate (woman)
  • ଦେ. ବିଣ. ସ୍ତ୍ରୀ — [ଉ—ପୁଣି ବୋଲେ ମନ୍ଦ ଭାଗୀ ମୁହିଁ ସେ ଏକା।] ଶିଶୁଶଙ୍କର ଉଷାଅଭିଳାଷ।]