ମନ୍ଦ ମନ୍ଦ Manda manda
- ଦେ. କ୍ରି. ବିଣ (ସଂ. ମନ୍ଦଂ ମନ୍ଦଂ) — ଧୀରେ ଧୀରେ; ହାଉଲେ ହାଉଲେ — Slowly
- ଦେ. କ୍ରି. ବିଣ (ସଂ. ମନ୍ଦଂ ମନ୍ଦଂ) — ଈଷତ୍ — Slightly
- ଦେ. କ୍ରି. ବିଣ (ସଂ. ମନ୍ଦଂ ମନ୍ଦଂ) — [ଉ—ତାମ୍ବୁଳ ଭାଙ୍ଗି ଦ୍ୟନ୍ତି ନନ୍ଦ, ମିତ୍ର ହସନ୍ତି ମନ୍ଦ ମନ୍ଦ । ଭୂପତି. ପ୍ରେମପଞ୍ଚାମୃତ ।]