ମନ୍ଦ ମଧୁର ହାସ Manda madhura hāsa

  • ସଂ. ବି (କର୍ମଧା) — ମୃଦୁ ଓ ମଧୁର ହସ — Sweet simper; a sweet and gentle smile
  • ସଂ. ବିଣ. ପୁଂ (ବହୁବ୍ରୀହି) — ଯେ ଅଳ୍ପ ଓ ମଧୁର ହସ ହସେ — Having a sweet simper; smiling sweetly