ମନ୍ଦ ଦଶା Manda daṡā

  • ସଂ. ବି (କର୍ମଧା) — ଜୀବନରେ ଅମଙ୍ଗଳକର ଘଟଣା ଘଟିବାର ଅବସ୍ଥା — Bad period of one's life
  • ସଂ. ବି (କର୍ମଧା) — ଗ୍ରହମାନଙ୍କର ଅମଙ୍ଗଳକର ଅବସ୍ଥାନ— ଜନିତ ଜୀବନର ମନ୍ଦ ଅବସ୍ଥା — Adversity due to unpropitious position of planets
  • ସଂ. ବି (କର୍ମଧା) — ମନ୍ଦ ଭାଗ୍ୟ — Minsfortune