ମନ୍ଦ ତନୟ Manda tanaya

  • ଦେ. ବି — ମନ୍ଦ ଲୋକର ପୁତ୍ର — The son of a bad man
  • ଦେ. ବି — କୋକିଳ; କୋଇଲି — The cuckoo
  • ଦେ. ବି — (ଉ—ବୋଲାଉ ମନ୍ଦ ତନୟ ଯେ, ବିଶେଷର ମନ୍ଦତନୟ ନ କର ପରଭୃତ ନାମୋଦୟ। ଭଞ୍ଜ. ବୈଦେହୀଶବିଳାସ)