ମନ୍ଦ ଜାଳ Manda jāḻa
- ଦେ. ବି (ସଂ, ମନ୍ଦ+ଜ୍ୱଳ୍ ଧାତୁ) — ନିଆଁକୁ ଦୁକ୍ଦୁକ୍ ଜଳାଇବା ପାଇଁ ଚୂଲିରେ ଦିଆଯିବା ସାମାନ୍ୟ ପରିମାଣରେ ଜାଳଣୀ କାଠ — A little of fuel added to a fire to make it burn slowly
- ଦେ. ବି (ସଂ, ମନ୍ଦ+ଜ୍ୱଳ୍ ଧାତୁ) — ନିଆଁର ସାମାନ୍ୟ ତାତି — Slow heat of fire; heat of a slow fire