ମନ୍ଦ ଚେତାଃ Manda chetāḥ

  • ସଂ. ବିଣ (ବହୁବ୍ରୀହି; ମନ୍ଦ+ଚେତସ୍; 1 ମା. 1 ବ.) — ନିର୍ବୁଦ୍ଧିଆ — Dull-witted; silly (Apte)
  • ସଂ. ବିଣ (ବହୁବ୍ରୀହି; ମନ୍ଦ+ଚେତସ୍; 1 ମା. 1 ବ.) — ଅନ୍ୟମନସ୍କ; ଅମନୋଯୋଗୀ — Absent-minded (Apte)
  • ସଂ. ବିଣ (ବହୁବ୍ରୀହି; ମନ୍ଦ+ଚେତସ୍; 1 ମା. 1 ବ.) — ମୂର୍ଚ୍ଛା ଯାଉଥିବା — Fainting away. (Apte)