ମନ୍ଦ କଥା Manda kathā

  • ଦେ. ବି (ସଂ. ମନ୍ଦ+କଥା) — କଟୁ କଥା — Harsh words
  • ଦେ. ବି (ସଂ. ମନ୍ଦ+କଥା) — ଅଶ୍ଳୀଳ କଥା — Coarse or indecent words
  • ଦେ. ବି (ସଂ. ମନ୍ଦ+କଥା) — ମନ୍ଦ ବିଷୟ — A bad thing