ମନ୍ଥ୍ (ଧାତୁ) Manth (root)
- ସଂ — ବିଲୋଡ଼ନ କରିବା; ମନ୍ଥିବା; ମୋହିଁବା — To churn; to agitate; to stir up
- ସଂ — ମନ୍ଥିବାଦ୍ୱାରା (ଲହୁଣୀ) ବାହାର କରିବା — To produce (e.g. butter) by churning (Apte)
- ସଂ — ଦଳିବା; ଚକଟିବା; ଅତ୍ୟାଚାର କରିବା; ଦହଗଞ୍ଜ କରିବା — To crush; to oppress; to distree sorely (Apte)
- ସଂ — ଆଘାତ କରିବା; ଅନିଷ୍ଟ କରିବା — To hurt; to injure (Apte)
- ସଂ — ବିନାଶ କରିବା; ହତ କରିବା — To crush down; to kill; to annihilate (Apte)
- ସଂ — ଚ୍ୟୁତ କରିବା — To tear off; to dislocate (Apte)