ମନ୍ଥା ଚକଟ Manthā chakaṭa

  • ଦେ. ବି (ଏକାର୍ଥକ ସହଚର) — ଦଳାଦଳି; ଦଳାଚକଟା; ବିଶେଷ ଭାବରେ ଆଲୋଡ଼ନ — Excessive churning
  • ଦେ. ବି (ଏକାର୍ଥକ ସହଚର) — [ଲକ୍ଷଣାର୍ଥ]— କୌଣସି ବିଷୟର ବିଶେଷଭାବେ ଆଲୋଚନା; ଘଣ୍ଟାଚକଟା — A great deal of agitation