ମନ୍ଥରୀ Mantharī

  • ଦେ. ବି. ସ୍ତ୍ରୀ (ସଂ. ମନ୍ଥରା) — ମନ୍ଥରା (ଦେଖ) — Mantharā (See)
  • ଦେ. ବି. ସ୍ତ୍ରୀ (ସଂ. ମନ୍ଥରା) — [ଉ—ବାଳିଶା ଯେ ମନ୍ଥରୀ; ବେଗେ ଶ୍ରୀରାମ ସମ୍ମତି କରି। ଭଞ୍ଜ, ବୈଦେହୀଶବିଳାସ।]