ମନ୍ଥରଗାମୀ Mantharagāmī

  • ସଂ. ବିଣ. ପୁଂ (ମନ୍ଥର+ଗମ୍ ଧାତୁ+କର୍ତ୍ତୃ ଇନ୍; 1 ମା. 1 ବ) — ଯେ ଧୀରେ ଧୀରେ ଚାଲେ — Walking with slow steps