ମନ୍ଥର ବିବେକ Manthara bibeka

  • ସଂ. ବିଣ. ପୁଂ (ବହୁବ୍ରୀହି; ମନ୍ଥର+ବିବେକ) — ବିଚାର ଶକ୍ତିରେ ଧୀର — Slow in judgement (Apte)
  • ସଂ. ବିଣ. ପୁଂ (ବହୁବ୍ରୀହି; ମନ୍ଥର+ବିବେକ) — ବିଚାର ଶକ୍ତି ହୀନ — Void of discrimination (Apte)