ମନ୍ତ୍ରିବା Mantribā

  • ଦେ. କ୍ରି (ସଂ. ମନ୍ତ୍ର ଧାତୁ) — ଅଭିମନ୍ତ୍ରଣ କରିବା — To consecrate a thing by muttering mystic incantations over it
  • ଦେ. କ୍ରି (ସଂ. ମନ୍ତ୍ର ଧାତୁ) — [ଉ—
  • ଦେ. କ୍ରି (ସଂ. ମନ୍ତ୍ର ଧାତୁ) — ସେ ଆମ୍ବଟି ଅଛିଦ୍ର ଦେଖି ମୁନିବର, ସେ ନୃପ ପୁତ୍ର ପାଇଁ ମନ୍ତ୍ରିଲେ ସତ୍ୱର— କୃଷ୍ଣସିଂହ ମହାଭାରତ. ସଭା।]