ମନ୍ତ୍ରିତ Mantrita

  • ସଂ. ବି (ମନ୍ତ୍ର ଧାତୁ+କର୍ମ. ତ) — ମନ୍ତ୍ରଦ୍ୱାରା; ସଂସ୍କୃତ; ଅଭିମନ୍ତ୍ରିତ — Consecrated by means of incantations
  • ସଂ. ବି (ମନ୍ତ୍ର ଧାତୁ+କର୍ମ. ତ) — ମନ୍ତ୍ରଣାଦ୍ୱାରା ନିର୍ଦ୍ଧାରିତ — Deliberated upon; settled after consultation