ମନ୍ତ୍ରିତ୍ୱ Mantritwa

  • ସଂ. ବି (ମନ୍ତ୍ରିନ୍+ତ୍ୱ; ତା) — ପରାମର୍ଶଦାତୃତ୍ୱ — The position of an adviser
  • ସଂ. ବି (ମନ୍ତ୍ରିନ୍+ତ୍ୱ; ତା) — ମନ୍ତ୍ରୀ ବା ସଚିବଙ୍କର ପଦ; ମନ୍ତ୍ରୀପଣ — Ministry; the position of a minister