ମନ୍ତ୍ରରାଜ Mantrarāja
- ସଂ. ବି (ଆଧୁନିକ; ଶରୀରଭେଦ) — ମନ୍ତ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ ମନ୍ତ୍ର; ଓଁ କ୍ଳୀୀଁ ହ୍ଳୀଁ ଗୋପୀଜନବଲ୍ଲଭାୟ ନମଃ; ଓଁ କ୍ଳୀଁ ହ୍ଳୀଁ ଶ୍ରୀଁ — The chief amongst the Mantras
- ସଂ. ବି (ଆଧୁନିକ; ଶରୀରଭେଦ) — [ଉ—ଯଶୋବନ୍ତ ସିଂହ—ପ୍ରେମଭକ୍ତି ବ୍ରହ୍ମଗୀତା। ଦିବାକର ଦାସ—ଜଗନ୍ନାଥ ଚରିତାମୃତ ଦ୍ରଷ୍ଟବ୍ୟ।]