ମନ୍ତ୍ରଯାନ Mantrajāna

  • ସଂ. ବି — ବୌଦ୍ଧ ଧର୍ମର ଶାଖାବିଶେଷ — A branch of the Buddhist faith
  • ସଂ. ବି — [ଦ୍ର—ମହାଯାନ ତଳେ ଟୀକା ଦେଖ; ବୌଦ୍ଧ ଧର୍ମର ଏହି ଶାଖାର ପ୍ରଚାର ତିବ୍ୱତ, ନେପାଳ. ଭୂଟାନ ଆଦି ଦେଶରେ ହୋଇଅଛି। ଏ ଶାଖାର ଅନେକ ତନ୍ତ୍ର ଗ୍ରନ୍ଥ ଅଛି, ତଦନୁସାରେ ତାନ୍ତ୍ରିକ ଉପାସନା କରାଯାଏ। ଏହି ମତର ପ୍ରଧାନ ଆଚାର୍ଯ୍ଯ ସିଦ୍ଧ ନାଗାର୍ଜୁନ। ଏହାକୁ ବଜ୍ରଯାନ ମଧ୍ୟ ବୋଲାଯାଏ।]