ମନ୍ତ୍ରଣ Mantraṇa

  • ସଂ. ବି—(ମନ୍ତ୍ର୍ ଧାତୁ+ଭାବ. ଅନ) — ପରାମର୍ଶ; ସହ୍ଲା; କୌଣସି ବିଷୟରେ ଏକାଧିକ ବ୍ଯକ୍ତିଙ୍କ ମିଳିତ ବିଚାର — Consultation; counsel; deliberation
  • ସଂ. ବି—(ମନ୍ତ୍ର୍ ଧାତୁ+ଭାବ. ଅନ) — ପରାମର୍ଶ ଦେବା — Advising; counselling
  • ଦେ. ବି — ଅଭିମନ୍ତ୍ରଣ; ମନ୍ତୁରିବା — Consecration of a thing by uttering specific formulas