ମନ୍ତ୍ରଣା Mantraṇā

  • ସଂ. ବି—(ମନ୍ତ୍ର ଧାତୁ+ଭାବ. ଅନ+ଅ) — ମନ୍ତ୍ରଣ (ଦେଖ) — Mantraṇa (See)
  • ସଂ. ବି—(ମନ୍ତ୍ର ଧାତୁ+ଭାବ. ଅନ+ଅ) — ଏକାଧିକ ବ୍ଯକ୍ତିଙ୍କ ମଧ୍ୟରେ ଗୁପ୍ତ ପରାମର୍ଶ — Secret consultation conspiracy