ମନ୍ତ୍ରଜପ Mantra japa

  • ସଂ. ବି—( 6 ଷ୍ଠୀ ତତ୍) — କୌଣସି ମନ୍ତ୍ରର ବାରଂବାର ମାନସିକ ସ୍ମରଣ ବା ଅନ୍ୟଦ୍ୱାରା ଶୁଣା ନ ଯିବା ପ୍ରକାରେ ଉଚ୍ଚାରଣ — Repeated inaudible recitation or muttering of a mystic formula