ମନ୍ତ୍ର ସୂତ୍ର Mantra sūtra

  • ସଂ. ବି (ମ. ପ. ଲୋ) — ଅଭିମନ୍ତ୍ରିତ ବା ମନ୍ତ୍ରପୂତ ସୂତା, ଯାହାକୁ ଅଙ୍ଗରେ ଧାରଣ କରିବାକୁ ହୁଏ; ବରତ — A string consecrated by Mantras and worn on a part of the body for a particular purpose