ମନ୍ତ୍ର ସିଦ୍ଧ Mantra siddha

  • ସଂ. ବିଣ. ପୁଂ — (ବହୁବ୍ରୀହି) ମନ୍ତ୍ରର ସାଧନାଦ୍ୱାରା ସିଦ୍ଧି ପ୍ରାପ୍ତ ବା ସଫଳକାମ (ବ୍ୟକ୍ତି) — Accomplished in Mantras; having attained perfection in Mantras
  • ସଂ. ବିଣ. ପୁଂ — ( 3 ୟା ତତ୍) ମନ୍ତ୍ରଦ୍ୱାରା ଅମୋଘୀକୃତ — (3ୟା ତତ୍) ମନ୍ତ୍ରଦ୍ୱାରା ଅମୋଘୀକୃତ—. Made effectual with the help of Mantras; consecrated