ମନ୍ତ୍ର ସାଧନ Mantra sādhana

  • ସଂ. ବି ( 6 ଷ୍ଠୀ ତତ୍) — ମନ୍ତ୍ରରେ ସିଦ୍ଧିଲାଭ କରିବା ପାଇଁ ଉପଯୁକ୍ତ ପ୍ରଣାଳୀର ଅବଲମ୍ବନ — The taking of proper steps for attaining perfection or success in a Mantra