ମନ୍ତ୍ର ବାଦୀ Mantra bādī
- ସଂ. ବି ଓ ବିଣ. ପୁଂ (ମନ୍ତ୍ର+ବଦ ଧାତୁ+କର୍ତ୍ତୃ. ଇନ୍; 1 ମା 1 ବ) — ମନ୍ତ୍ରଜ୍ଞ (ହି. ଶ.) — 1. An adept in the Mantras
- ସଂ. ବି ଓ ବିଣ. ପୁଂ (ମନ୍ତ୍ର+ବଦ ଧାତୁ+କର୍ତ୍ତୃ. ଇନ୍; 1 ମା 1 ବ) — ଯେ ମନ୍ତ୍ର ଉଚ୍ଚାରଣ କରେ — A person who utters or pronounces a mantra