ମନ୍ତ୍ର ଜପିବା Mantra japibā

  • ଦେ. କ୍ରି—(ସଂ. ମନ୍ତ୍ର+ଜପ ଧାତୁ) — କୌଣସି ମନ୍ତ୍ରକୁ ବାରମ୍ବାର ସ୍ମରଣ କରିବା — To repeatedly mutter a mystic formula mentally
  • ଦେ. କ୍ରି—(ସଂ. ମନ୍ତ୍ର+ଜପ ଧାତୁ) — [ଦ୍ର—ଜପ କରାଯିବା ମନ୍ତ୍ରର ସଂଖ୍ୟା ଗଣନା କରିବା ପାଇଁ ନାନାପ୍ରକାର ମାଳା ବା ଆଙ୍ଗୁଠିର ପବଦ୍ୱାରା ଗଣନା ବ୍ଯବହୃତ ହୁଏ।]
  • ଦେ. କ୍ରି—(ସଂ. ମନ୍ତ୍ର+ଜପ ଧାତୁ) — (ଲକ୍ଷଣାର୍ଥ) କୌଣସି ବିଷୟକୁ ବାରଂବାର ଅନୁଧ୍ୟାନ କରିବା — (figurative) To Constantly or repeatedly ponder over a particular matter